ଶୌଚ ପାଇଁ ଯାଇଥିବାବେଳେ ପୋଖରୀରେ ବୁଡିଯାଇ ଯୁବକଙ୍କ ମୃତୁ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ସରଳାପଶି ଗ୍ରାମରେ ଜଣେ ଯୁବକ ଶୌଚପାଇଁ ପୋଖରୀକୁ ଯାଇଥିବାବେଳେ ପାଣିରେ ବୁଡିଯାଇ ମୃତୁ୍ୟବରଣ କରିଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ