ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ଶୋଷଣ ବିବାଦ : ମିଥ୍ୟା ଖବର ଓ ଅଭିଯୋଗକାରୀଙ୍କ ବିରୋଧରେ ନ୍ୟାୟାଳୟ ଯିବେ ଶ୍ରମିକ ନେତା
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ କରାଇ ଦେବା ଆଳରେ ଶ୍ରମିକ ନେତା ବିରଞ୍ଚି ପ୍ରଧାନ ସାଧାରଣ ଲୋକଙ୍କଠାରୁ ଅର୍ଥ ଶୋଷଣ
Read more


