ଶ୍ରୀକ୍ଷେତ୍ରର ଘୋଷଯାତ୍ରା ଓ ବଳରାମ ଦାସଙ୍କ ବାଲିରଥ

ରଥଯାତ୍ରା କହିଲେ ପୁରୀର ଘୋଷଯାତ୍ରାକୁ ବୁଝାଏ । ଭକ୍ତମାନଙ୍କ ପାଇଁ ଭଗବାନଙ୍କର ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କର ଘୋଷଣାକୁ ଆଧାର କରି ଏହି ଯାତ୍ରାକୁ ଘୋଷଯାତ୍ରା କୁହନ୍ତି ।

Read more

Advertisement

ଏବେ ଏବେ