ଶବସତ୍କାର ପରେ ରିପୋର୍ଟ ଆସିଲା ପଜିଟିଭ, ଶବସତ୍କାର ପାଇଁ ଯାଇଥିବାଙ୍କ ମନରେ ଛନକା, ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳର ଜଣେ ପ୍ରାପ୍ତ ବୟସ୍କଙ୍କ ଭୂବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିିତ୍ସାଧିନ ସମୟରେ ସୋମବାର ମୃତ୍ୟୁ ଘଟିଥିଲା । ପରେ ପରିବାର
Read more


