ସଦର ନିର୍ବାଚନ ମଣ୍ତଳୀର ଚାନ୍ଦିପୁର ଗ୍ରାମପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ସ୍ବରୂପ ଦାସଙ୍କର ବିଶାଳ ବାଇକ ରାଲି
ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ବିଶାଳ ଜନସମାବେଶ ଏବଂ ସୋନାପୁର ଛକ ଠାରୁ ବାଇକ ରାଲେ ରେ ବିଧାୟକ ପ୍ରାର୍ଥୀ ଶ୍ରୀ ସ୍ବରୂପ ଦାସ ଯୋଗଦେଇଥିଲେ।
Read more


