ସବୁଜ କବି ଚତୁର୍ଭୁଜ ପହିଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) ଫକିରପୁର ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସବୁଜ କବି ଚତୁର୍ଭୁଜ ପହିଙ୍କୁ ବିଶିଷ୍ଟ କବି ଓ ଆଦର୍ଶ ପ୍ରଶାସକ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

Read more

Advertisement

ଏବେ ଏବେ