ସମାଜସେବୀ ବାବୁଲା ସ’ଙ୍କ ଦେହାନ୍ତ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସିଭିଲ୍ ସୋସାଇଟିର ଉପସଭାପତି ତଥା ଜଣେ ସମାଜସେବୀ ବସନ୍ତ ସ (ବାବୁଲା)ଙ୍କର ସୋମବାର ଦିନ ଅପରାହ୍ନରେ ବାଲେଶ୍ୱର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି

Read more

Advertisement

ଏବେ ଏବେ