ସମ୍ପର୍କୀୟ ଭାଇର କାତି ଚୋଟରେ ଜଣେ ଗୁରୁତର

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମରେ ସାମାନ୍ୟ ବଚସାକୁ ନେଇ ସମ୍ପର୍କୀୟ ଭାଇଙ୍କ କାତି ମାଡରେ ଗୁରୁତର ଆହତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି

Read more

Advertisement

ଏବେ ଏବେ