ସରକାରୀ ଆଇଟିଆଇ ଉତ୍କର୍ଷ କେନ୍ଦ୍ର ଓ ଧାନ କ୍ଷେତ ବୁଲି ଦେଖିଲେ ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବ୍ଲକ୍ ପୋଚିଲିମା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଶିକ୍ଷାନବିଶଙ୍କ ସକାଶେ ବୁଗୁଡାପଲ୍ଲୀ ଗ୍ରାମ ନିକଟରେ ନିର୍ମାଣଧିନ ରହିଛି ଟାଓ୍ବାର ଉତ୍କର୍ଷ କେନ୍ଦ୍ର
Read more