ପାଟକୁରା ରେ ଖୋଲାଖୋଲି ବଣ୍ଟା ଚାଲିଛି ଟଙ୍କା ଅଭିଯୋଗ ଆଣିଲା ବିଜେପି

(ଯୁଗାବ୍ଦ ନ୍ୟୁଜ) ପାଟକୁରା ବିଧାନସଭା ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୌତି ଦଳ ବିଜେପି,ବିଜେଡି,କଂଗ୍ରେସ ସମସ୍ତେ ଡୋର ଟୁ ଡୋର ବୁଲି ଭୋଟ ଭିକ୍ଷା କରୁଛନ୍ତି ।

Read more

Advertisement

ଏବେ ଏବେ