ସରକାରୀ ଜମି ଜାଲିଆତି ଅଭିଯୋଗ : ପୂର୍ବତନ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏଡିଏମଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସରକାରୀ ଜମି ଜାଲିଆତି କରିବା ନେଇ ଜନୈକ ପୂର୍ବତନ ତହସିଲଦାରଙ୍କ ବିରୋଧରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲଙ୍କ ନିକଟରେ ଅଭିଯୋଗ ହୋଇଛି

Read more

Advertisement

ଏବେ ଏବେ