ସରକାରୀ ପ୍ରୋତ୍ସାହନ ଅଭାବ, କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ କାଠ ମୁଖା ଲଙ୍କା ପୋଡି ଯାତ୍ରା : ଭତ୍ତା ପାଇଁ ଗୁହାରି କରି ଥକିଗଲେଣି ନାଟ୍ୟଗୁରୁ ଉପେନ୍ଦ୍ର ବିଶୋଇ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ଲୋକକଳାକୁ ବଞ୍ଚାଇ ରଖିବାକୁ ନାନା ପ୍ରକାର ଯୋଜନା ଓ ପ୍ରୋତ୍ସାହନର ବ୍ୟବସ୍ଥା କରୁଛନ୍ତି। ମାତ୍ର ଜିଲ୍ଲାସ୍ତରରେ ପ୍ରାଚୀନ ଲୋକକଳା କିଭଳି ଅବହେଳିତ
Read more


