ସରକାରୀ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଅନୁଦାନ ଘୋଷଣା ପରେ ପ୍ରଶାସନର ତତ୍ପରତା ଆରମ୍ଭ : ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କ୍ୟାବିଟେନ୍ରେ ମୋହର ଲାଗିବା ପରେ କନ୍ଧମାଳ ଜିଲାର ଫୁଲବାଣୀ ନିକଟସ୍ଥ ତିଲକପଡ଼ା ଠାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ହେବା ନିଶ୍ଚିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ
Read more


