ସରକାରୀ ସ୍କୁଲ ବନ୍ଦ ନିଷ୍ପତି ସ୍ଥଗିତ ରଖ, ବେସରକାରୀ ବେଆଇନ/ନକଲି ସ୍କୁଲ ବନ୍ଦ କରିବା ସହ ଜିଲ୍ଲା ସ୍କୁଲ ମିଶ୍ରଣ କମିଟି (DLSCC) କୁ ସଂlସଦ, ବିଧାୟକ ଓ ନିର୍ବାଚିତ ପଂଚାୟତି ରାଜ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିଙ୍କୁ ନେଇ ଆଲୋଚନା କର !
ଛତ୍ରପୁର,(ଦେବଦତ୍ତ ମହାରଣା) : ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨
Read more