ମୃତ୍ୟୁ ପରେ ରିପୋର୍ଟ ପଜିଟିଭ,ସରକାର ଓ ସରକାରଙ୍କ ବ୍ୟବସ୍ଥା ଦାୟୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବିଶ୍ବବ୍ୟାପୀ କୋରୋନାର କୋପ ଜାରି ରହିଛି । ଏହାର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି ।

Read more

Advertisement

ଏବେ ଏବେ