ସରପଂଚ ପ୍ରାର୍ଥିନୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତରେସରପଂଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଏବଂ ସମିତିସଭ୍ୟ ପ୍ରାର୍ଥୀ ଏସ୍‌. ରମେଶଙ୍କ ଜୋରଦାର ପ୍ରଚାର ଆଜି ଦେଖିବାକୁ ମିଳିଛି

Read more

Advertisement

ଏବେ ଏବେ