ବଛାଳୋ ପଞ୍ଚାୟତରେ ହିତାଧିକାରୀଙ୍କୁ କମ କିରୋସିନ ପ୍ରଦାନ, ସରିଲା ତଦନ୍ତ କାର୍ଯ୍ୟାନୁଷ୍ଠାନ କେବେ ?
ନାଉଗାଁ, (ୱାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବଛାଳୋ ପଂଚାୟତରେ ହିତାଧିକାରୀମାନଙ୍କୁ କାର୍ଡ ପିଛା କମ କିରୋସିନ ତେଲ ପ୍ରଦାନ କରାଯାଉଥିବା ହିତାଧିକାରୀମାନେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ୨
Read more


