ସରିଲା ନିର୍ବାଚନ ପୁଣି ଆରମ୍ଭ ହେବ ପୋଷ୍ଟର ଚିରା ଅଭିଯାନ : ଟିମ କ୍ଲିନ ସିଟି ଦ୍ୱାରା 109ତମ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ସାପ୍ତାହିକ ସାମାଜିକ ସେବା କାର୍ଯ୍ୟ ଜାରି ରହିଛି।
Read more


