ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଚାରିବଖରା ଘର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଂଚାୟତର ପାଦେରିପଡା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଚାରିବଖରା ଘର ଜଳିଯାଇଥିବା ଜଣାପଡିଛି।

Read more

Advertisement

ଏବେ ଏବେ