ସର୍ବୋତ୍ତମ ଉତ୍ତମଙ୍କୁ ମରଣୋତ୍ତର ପଦ୍ମପୁରସ୍କାର ଦିଆଯାଉ : କୃଷ୍ଣ ଜଗଦେବ

କଣାସ,( ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ଓଡିଆ ସିନେ ସୁପର ଷ୍ଟାର ସ୍ଵର୍ଗତ ଉତ୍ତମ ମହାନ୍ତିଙ୍କୁ ମରଣୋତ୍ତର ପଦ୍ମ ପୁରସ୍କାର ଦିଆଯାଉ ଵୋଲି ଦାବି କରିଛନ୍ତି ରାଜ୍ୟ ସଭାପତି

Read more

Advertisement

ଏବେ ଏବେ