ଘନ ଘନ ବିଜୁଳି କାଟ୍, ସହରବାସୀ ଅତିଷ୍ଠ

ଜଟଣୀ (ଯୁଗାବ୍ଦ ନ୍ୟୁଜ୍‍): ବ୍ୟବସାୟୀକ ସହର ଜଟଣୀରେ ବିଦ୍ୟୁତ ବିଭାଗର ଖାମ୍ଖିଆଲି ନୀତି ଯୋଗୁଁ ଘନ ଘନ ବିଦ୍ୟୁତ କାଟ୍ ହେବା ସହରବାସୀଙ୍କୁ ଅତିଷ୍ଠ କରିଛି ।

Read more

Advertisement

ଏବେ ଏବେ