ସହିଦ ଜବାନଙ୍କ ଉଦ୍ଦେଶ୍ୟରେ ମହମବତୀ ଶୋଭାଯାତ୍ରା

ହାଟଡ଼ିହି : ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଜୱାନ ମାନଙ୍କ ପାଇଁ ହ୍ୱାଇଟ ଚ୍ୟାଲେଞ୍ଜ କ୍ଲବ ପକ୍ଷରୁ ଏକ ବିଶାଳ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ