ସାଂସଦ ଅନୁଭବ ମହାନ୍ତିଙ୍କୁ ରେଳବାଇ ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସହରାଞ୍ଚଳ ବିକାଶ ସଂସଦୀୟ କମିଟି ରେ ମିଳିଲା ସ୍ଥାନ
ନୂଆଦିଲ୍ଲୀ: ଓଡ଼ିଶାର ସାଂସଦମାନଙ୍କୁ ବିଭିନ୍ନ ସଂସଦୀୟ କମିଟିରେ ସ୍ଥାନ ମିଳିଥିବା ଜଣାଯାଇଛି ? ତାହା ଅନୁଯାୟୀ ଜୟନ୍ତ ସିହ୍ନାଙ୍କ ନେତୃତ୍ୱାଧୀନ ଫାଇନାନ୍ସ କମିଟିରେ ସ୍ଥାନ ପାଇଲେ ସାଂସଦ
Read more


