ସାନଖେମୁଣ୍ଡି ବ୍ଲକ୍ ରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ;ହାଇସ୍କୁଲ ହେବାର ୬ ବର୍ଷ ବିତିଯାଇଥିଲେ ମଧ୍ୟ ନାହାନ୍ତି ଶିକ୍ଷକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଶିକ୍ଷାର ବିକାଶ ଅଗ୍ରଗତି କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ବ୍ୟୟକରି ଯୋଜନା ପ୍ରସ୍ତୁତ କରୁଛନ୍ତି ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ କେଵଳ ନରବାଜିରେ
Read more


