ସାମାଜିକ ଦୂରତ୍ୱ,ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଦୋକାନ ସିଲ

ବାଲେଶ୍ୱର (ଓ୍ବାଇଏନ୍ଏସ୍) : ସାମାଜିକ ଦୂରତ୍ୱ , କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ୫ଟି ଦୋକାନକୁ ସିଲ କରାଯାଇଛି

Read more

Advertisement

ଏବେ ଏବେ