ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମର ରହସ୍ୟମୟ ଘଟଣା : ନିୟମିତ ଆଶ୍ରମକୁ ଆସୁଥିଲେ ଘଂଟା ଘଂଟା ଧରି ରହୁଥିଲେ ଦିଲ୍ଲୀପ ଖଟେଇ : ଉଠିଲା ପ୍ରଶ୍ନ କିଏ ଏହି ବ୍ୟକ୍ତି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଶ୍ରମକୁ ଜଣେ ବ୍ୟକ୍ତିଙ୍କ ବାରମ୍ବାର ଆସିବା ସନ୍ଦେହ ସୃଷ୍ଟି କରିଛି ।
Read more