ଲୋକସଭା ନିର୍ବାଚନ ପୂର୍ବରୁ ଚଢ଼ାଉ • ସାରା ଦେଶରୁ ୫୪୦ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ • ଓଡ଼ିଶାରୁ ୧.୫୪ କୋଟି ନଗଦ ଟଙ୍କା ଜବତ
ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ୱାବଧାନରେ ଦେଶବ୍ୟାପୀ ବିଭିନ୍ନ ପ୍ରବର୍ତନ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ
Read more


