ସାର ର କଳାବଜାରୀ ରୋକିବା ନିମନ୍ତେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ସାରର କଳାବଜାରୀ ରୋକିବା ନିମନ୍ତେ ଜିଲ୍ଲାର ଅଗ୍ରଣୀ ଚାଷୀ ସଂଗଠନ ଋଷିକୁଲ୍ୟାରୟତ ମହାସଭା ପକ୍ଷରୁ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି

Read more

Advertisement

ଏବେ ଏବେ