ସାହିତ୍ୟିକମାନେ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ ଓଡ଼ିଶା ସ୍ୱରର ବାର୍ଷିକ ଉତ୍ସବ ଓ କବିତା ପାଠୋତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟିକମାନେ ସମାଜକୁ ନୂତନ ଦିଗ୍ଦର୍ଶନ ଦେବା ସହ ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ । ଅନ୍ୟାୟ, ଅନୀତି ବିରୋଧରେ ସେମାନେ ନିର୍ଭୀକଭାବେ ସ୍ୱରଉତ୍ତୋଳନ କରିବାକୁ
Read more