ସି.ଟି. ପ୍ରଶିକ୍ଷାର୍ଥୀ ଅପାମାନଙ୍କ ବନ୍ଧୁମିଳନ ସମାବେଶ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସରକାରୀ ମହିଳା ସି.ଟି. ପ୍ରଶିକ୍ଷଣ ବିଦ୍ୟାଳୟର ୧୯୭୪-୭୭ବ୍ୟାଚର ଅପାମାନଙ୍କ ଏକ ବନ୍ଧୁମିଳନ ସମାରୋହ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି
Read more


