ସୀମାନ୍ତ ମହାବିଦ୍ୟାଳୟରେ ଓଡ଼ିଆ ଓ ଇଂରାଜୀ ବିଭାଗର ବାର୍ଷିକ ପାଠ ଚକ୍ର ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ପ୍ରାଚୀପ୍ରଭା ପଢ଼ିଆରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
Read more


