ସୁନିଲ୍ ହେଲେ କନ୍ଧମାଳ ଛାତ୍ର ବିଜେଡ଼ି ସଭାପତି

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା) : କନ୍ଧମାଳ ଜିଲା ଛାତ୍ର ବିଜେଡ଼ି ସଭାପତି ଭାବେ ସୁନିଲ୍ ସେଠୀଙ୍କୁ ଦଳର ସୁପ୍ରିମୋ ନବୀନ ପଟନାୟକ ନିଯୁକ୍ତି ଦେଇଛନ୍ତି ।

Read more

Advertisement

ଏବେ ଏବେ