ସୁନ୍ଦରପୁର ଗ୍ରାମରେ ଚୋରୀ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଚୋରୀ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଗତକାଲି (ସୋମବାର) ବିଳମ୍ବିତ ରାତ୍ରରେ ଏକ ଘରୁ ଲକ୍ଷାଧିକ ଟଙ୍କା ସୁନା ଓ ରୂପା ଚୋରୀ ହୋଇଛି

Read more

Advertisement

ଏବେ ଏବେ