ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଦାୟିତ୍ୱ ନେଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ବରିଷ୍ଠ ଅଧିକାରୀ ଅପୂର୍ବ ଚନ୍ଦ୍ର ସୋମବାର ଦିନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଭାବେ ଦାୟିତ୍ୱ ନେଇଛନ୍ତି ।

Read more

Advertisement

ଏବେ ଏବେ