ସେଞ୍ଚୁରିୟନ୍ ବିଶ୍ବବିଦ୍ୟାଳୟର ପ୍ରଯୁକ୍ତିବିଦ୍ୟା ଏବଂ ପରିଚାଳନାରେ ସଂକେତ ପ୍ରକ୍ରିୟାକରଣ ନେଇ ଦ୍ବିତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସେଞ୍ଚୁରିୟନ୍ ବିଶ୍ବବିଦ୍ୟାଳୟର ପାରଳାଖେମୁଣ୍ଡି କ୍ୟାମ୍ପସରେ ସଂକେତ ପ୍ରକ୍ରିୟାକରଣ, ଯୋଗାଯୋଗ, ଶକ୍ତି ଏବଂ ଏମ୍ବେଡେତ୍ ପ୍ରକ୍ରିୟା ଉପରେ ଦ୍ଵିତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଈଛି।
Read more