ସ୍କୁଲ ଗାଡି ଓଲଟି ୫ଛାତ୍ର ଛାତ୍ରୀ ଆହତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଠାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନ ରେ ନିମାପଡ଼ା ବ୍ଲକ ଅଞ୍ଚଳ ରେ ଏକ ଅଘଟଣ ଘଟିଛି।

Read more

Advertisement

ଏବେ ଏବେ