ସ୍ତ୍ରୀକୁ ବାପଘରେ ଛାଡି ଚାଲିଯାଉଥିବା ସମୟରେ ଜ୍ୱାଇଁକୁ ଅଟକ ରଖି ଥାନାରେ ଦେଲେ ଶ୍ୱଶୁର ଘର ଲୋକେ
ଘଟଗାଁ,(ଓ୍ବାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସାନ୍ତାପୁର ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତମାନ ସାମ୍ନାକୁ ଆସିବା ସହିତ ବର୍ତମାନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ
Read more