ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓଜନନାୟକ ସ୍ବର୍ଗତଃ ତ୍ରିନାଥ ସାହୁଙ୍କ
Read more



