ସ୍ନେହଲତା ଙ୍କ ଶେଷଦର୍ଶନ ପାଇଁ ପହଚିଂଲେ ନବୀନ

ଡକ୍ଟର ଦାମୋଦର ରାଉତଙ୍କ ପତ୍ନୀଙ୍କ ବିୟୋଗରେ ଆଜି ତାଙ୍କ ବାସଭବନରେ ପହଚିଂଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶେଷ ଶ୍ରଦ୍ଧାଂଜଳୀ ଦେଇଥିଲେ ନବୀନ

Read more

Advertisement

ଏବେ ଏବେ