ସ୍ମୃତିଚାରଣ ସଭା ; ପ୍ରିୟତମା ଥିଲେ ସବୁରୀ ପ୍ରିୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁଙ୍କ ସହଧର୍ମିଣି ପ୍ରୀୟତମା ସ୍ୱାଇଁଙ୍କ ଚତୁର୍ଦ୍ଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ