ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳର ଜଣେ ସବଇନସପେକ୍ଟର ସମେତ ୩ କନଷ୍ଟେବଳ ସମ୍ମାନିତ ହେବେ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତବର୍ଷର ପବିତ୍ର ସ୍ଵାଧୀନତା ଦିବସ-୨୦୨୧ଅବସରରେ କନ୍ଧମାଳ ଜିଲ୍ଲାର ଜଣେ ସବଇନସପେକ୍ଟରଙ୍କ ସମେତ ୩ ଜଣ କନେଷ୍ଟବଳଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଡିସ ଆୱାର୍ଡ
Read more


