ସ୍ୱାସ୍ଥ୍ୟୃ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ରେ ପ୍ରତିଷ୍ଠା ହେଲା

ପାରାଦ୍ୱୀପ, (ପିତବାସ ପ୍ରଧାନ):ପାରାଦ୍ୱୀପ ବନ୍ଦର ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବରିଳ ମାଇଲଖୁଣ୍ଟ ସ୍ଥାପନ କରିପାରିଛି ।

Read more

Advertisement

ଏବେ ଏବେ