ହତ୍ୟାକାଣ୍ଡ ମାମଲା, ୫ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ ଜାରି

ହାଟଡ଼ିହି, (ବିକାଶ ବିଶ୍ୱାଳ ):ଦନେଇପୁର ଗ୍ରାମର ମାହାଲି ସାହିରେ ଗତ ବୁଧବାର ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସୋସୋ ପୁଲିସ ୫ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

Read more

Advertisement

ଏବେ ଏବେ