ହଦଗଡ ଓ ଗଡଚଣ୍ଡୀରେ ନୁଆବର୍ଷ ଉପଲକ୍ଷେ ୧୦ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହଦଗଡ ଓ ଗଡଚଣ୍ଡୀରେ ନୂଆବର୍ଷ ଉପଲକ୍ଷେ ୧୦ହଜାରରୁ ଉର୍ଦ୍ଧ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।

Read more

Advertisement

ଏବେ ଏବେ