ହାଇୱା ଧକ୍କାରେ ସ୍କୁଲ ଛାତ୍ର ଗୁରୁତର : ରାସ୍ତା ରୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ୬ନଂ ୱାର୍ଡର ଗୈାଡଗୋପ ଠାରେ ଏକ ହାଇୱା ଧକ୍କାରେ ଜଣେ ସ୍କୁଲ ଛାତ୍ର ଗୁରୁତର ହୋଇଥିବା ଜଣାପଡିଛି ।

Read more

Advertisement

ଏବେ ଏବେ