ହାଟଡ଼ିହି ଉପଡ଼ାକଘର ସମ୍ମୁଖରେ ଗ୍ରାମୀଣ ଡାକ ବିଭାଗ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜିଠାରୁ ଗ୍ରାମୀଣ ଡାକ ବିଭାଗ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ ହୋଇଛି। ଏଥିରେ ହାଟଡ଼ିହି ଉପ ଡାକଘର ଅଧୀନରେ ଥିବା ହାଟଡ଼ିହି, ବଡ଼ରମ୍ପାସ, ଛେନାପଦି,ଇଞ୍ଚୋଳ,

Read more

Advertisement

ଏବେ ଏବେ