ହାତୀଓଟ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତି ମେଳା

ପୋଲସରା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଉଚ୍ଚ ବିଦ୍ୟାଳୟ ପରିସରରେ ଡିସେମ୍ବର ୧୦ ତାରିଖ ଦିନ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ