ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

ସମ୍ପ୍ରତି କୌଣସି ୱେବ୍‌ସାଇଟ୍ ବା ଅନ୍‌ଲାଇନ୍ ଆକାଉଣ୍ଟ୍ ହ୍ୟାକ୍ ହେବା ସାଧାରଣ ଘଟଣା ହୋଇଗଲାଣି । ଏବେ ବ୍ଲୁଟୁଥ୍ ହ୍ୟାକ୍ ହେବା ଘଟଣା ନଜରକୁ ଆସିଛି ।

Read more

Advertisement

ଏବେ ଏବେ