ୟେସ ବ୍ୟାଙ୍କ ପାଇଁ ଗୃହ କମିଟି ଗଠିତ

ଭୁବନେଶ୍ୱର:ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି ।

Read more

Advertisement

ଏବେ ଏବେ