୧୦ଦଫା ଦାବୀ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲ୍ଲା କମିଟି ର ବିକ୍ଷୋଭ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ମଜଦୂର ସଂଘ ର ଅନୁବନ୍ଧିତ ଓଡ଼ିଶାରାଜ୍ୟ ଆଶାକର୍ମୀସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ୧୦ଦଫା ଦାବୀ ନେଇ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read more